FARMER IN RURAL ARIA

FARMER IN RURAL ARIA

ଧାନ ଜଗାହେଇଛେ ଦେଖିପାରୁଥିବେ ଈ ସର୍ନାଧାନ ୟେ ଏଟା ବାହୁତ ଦୁଖେସୁଖେ ଧାନ ଜଗା ହେଇ ଛେ ହେଲେ ବର୍ଷା ନିହେଲେ ସବୁ ସର୍ବନାସ ୟେ ପାହେଲା କରି ପାଣି ର ସୁବିଧା କରବେ ତାପରେ ସମୟ କେ ସମୟ ଉଷୋକସା ଦେଲା ପରେ ଜାକିର ଧାନ ମୁଠେ ମିଳସୀ ଚାଷ କେ ଗୁଟେ ଜୁଆ ଖେଳ କହେଲେ ବି ଚଳବା କାୟେହେଲାଯେ ବୁଝି ପାରୁଥିବେ |ସବୁ ଦୁସର ଉପରେ depend କରସି 

ଧାନ ପାଚଲା ବେଳର picture ୟେ ଏଟା କେଡେସୁନ୍ଦର ଦିସଚେ ଏଥୀ କିଷାନ ର ପରିଶ୍ରମ ଟା ଭି ବାହୁତ HARD ଥିବା


Post a Comment

0 Comments