କାୟ ହେଲାଜେନା ଏଥି ପଶ୍ଚିମ ଓଡିଶା ର ବର୍ଡ ପର୍ବ ନୂଆଖାଇ
ସଙ୍ଗେ ଜୁଡି କରି ଥିସୀ ଗଣେଶ ପୂଜା ଟା |
ଗଣେଶ ପୂଜା ପ୍ରାୟ ଘରେ ଘରେ ବଶାସନ ଆଉ group ହିସାବେ ଭି ବଶାସନ Rural Ariya ରେ ପଡା ପଡା ହେଇ
ଗଣେଶ ପ୍ରଭୁଙ୍କୁ ପୂଜା କର୍ସନ✋✋ଏଥର ୯ ରୁ ୧୦ ଦିନ ଧରି ଈ ଜାଗା ରେ ଆମେ ଗଣେଶ ବସାଲୁ ସବୁ ଜାଗାରେ ଅଲଗ ଅଲଗ ପୂଜା ପାଟ ହେଷୀ କିଏ ଦୁଇ ଦିନେ ବା ତିନ ଦିନେ ବିସର୍ଜନକର୍ସନ ତ ଆଉ ମାସେ ଅଧେ ଭି ରକସନ ଜାହାର ଜେନତା ମନ| chhatishgard ରେ ତ ମାସେ ଦୁଈ ମାସ ରକସନ| ହେନ୍ତା ତ ଗଣେଶ ମହାପୁରୁ ପୂଜା ଖାଉଚନ ଈ ସଂସରେ-----
ଏଟା ଗଣେଶ ବିସର୍ଜନ ହେଲାବେଳର picture ୟେ
ଆମର ଗାରେ ଦୁଇ ଜାଗା ଗଣେଶ ପୂଜା ବଶି ଥିଲା ଏଟା ତଳ ପଡା ର ୟେ_👉👉ଭୋଜଳୀ ବୁନା ଏଭୋଜଳି କେ ୧୦ ଦିନ ଧରି କରି ରଖାଜାଈ ଥିଲା|👆👆👆
ସମସ୍ତେ ଈ ପୂଜାରେ ଭାଗୀଦାରୀ ନେସନ ଆଉ ନିଜର ନିଜର କାମ କର୍ଷନ ଜେନତା କି ଆମର ଈ ଆମର Oldcityjan ପର୍ସାଦ ବନାଉଚନ ଗଣେଶ ପ୍ରଭୁ ଙ୍କ👍👍✌✌👃
ଗଣେଶ ପୂଜା ୦୧ ତାରିଖ ନୁ ବସୀ ଛେ ପୂଜା କର୍ ବାର୍ ବିଧୀ ଟା ଆମର ପୂଜାରୀ ଙ୍କୁ ଜଣା
ଜୟ ଗଣପତି ବା ପାଆମର ଇଟା ଭୋଜଳି ବୁଣା ହେଇ ଛେ ଗଲା ଆମର ପୂଜା ଜାଗା ନିଧର୍ ବାର୍ ହେଟ୍ କି ଅଛେ। ଇଟା ୩ନମ୍ୱର୍ ଦିନ୍ ର picture ୟେ*
















0 Comments